ଗଶେଶ ପୂଜାରେ ବଜାରକୁ ଆସିବ: ବିଶ୍ବର ସବୁଠୁ ଶସ୍ତା ସ୍ମାର୍ଟଫୋନ୍‌ ,ଜାଣନ୍ତୁ କେମିତି?

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୪-୦୬-୨୦୨୧ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଆମ୍ବାନୀ ୪୪ ତମ ଏଜିଏମରେ ବିଶ୍ବର ସବୁଠୁ ଶସ୍ତା ସ୍ମାର୍ଟଫୋନ୍‌ ଲଞ୍ଚ କରିବା ନେଇ ଘୋଷଣା କରିଛି। ଏହି ଅବସରରେ ଅମ୍ବାନୀ କହିଛନ୍ତି, ଏବେ ସୁଦ୍ଧା ଦେଶରେ ୩୦ କୋଟି ଲୋକ ସ୍ମାର୍ଟଫୋନ୍‌ ସୁବିଧା ପାଇପାରିଲେ ନାହିଁ। ସେମାନଙ୍କ ପାଖରେ ବେସିକ୍‌ ଫୋନ୍‌ ରହିଛି। ଏଭଳି ଲୋକମାନଙ୍କ ପାଖରେ ସ୍ମାର୍ଟଫୋନ୍‌ ପହଞ୍ଚାଇବା ପାଇଁ କମ୍ପାନୀ ‘ଜିଓଫୋନ୍‌ ନେକ୍ସଟ୍‌’ ଆଣିବାକୁ ଯାଉଛି । ତେବେ ଜିଓଫୋନ୍‌ … Continue reading ଗଶେଶ ପୂଜାରେ ବଜାରକୁ ଆସିବ: ବିଶ୍ବର ସବୁଠୁ ଶସ୍ତା ସ୍ମାର୍ଟଫୋନ୍‌ ,ଜାଣନ୍ତୁ କେମିତି?